By : RK

Spread the love

୧.Desktop or Laptop?

ଏହା ବହୁତ ହି Simple choice, ଏହା ନିର୍ଭର କରେ ଆପଣଙ୍କ Use ଉପରେ | ଯଦି Desktop ଓ Laptop ଆପଣଙ୍କ ପାଇଁ ଗୋଟେ ଭଳି କାମ କରୁଛି ତେବେ ମୁଁ କହିବି Desktop ନିୟନ୍ତୁ କାରଣ ଏହା ଟିକେ ଶସ୍ତା ବି ଆଉ କାମ କରିବା ବି ସହଜ ହୁଏ, ଯଦି ଆପଣ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଉଛନ୍ତି ଆଉ ସେଠାରେ ଆପଣ ଙ୍କୁ Computer ର ଦରକାର ଅଛି ତୋ Laptop ଆପଣଙ୍କ ପାଇଁ ବହୁତ କାମ ରେ ଆସିବ |

୨. ନୂଆ Computer ପାଇଁ Processor?

ସରଳ ଶବ୍ଦ ରେ କୁହାଯାଏ ତୋ Processor, Computer ର ମସ୍ତିଷ୍କ ଅଟେ, ଯଦି ଆପଣଙ୍କୁ ଗୋଟେ fast Computer ଦରକାର,

  • ଯିଏ ଆପଣଙ୍କ Program କୁ ବହୁତ ଜଲଦି Load କରିବ |
  • ଆପଣଙ୍କ Task କୁ ବହୁତ ଜଲଦି କରିବ |
  • ଆପଣଙ୍କୁ Wait କରେଇବନି |

ତେବେ ଆପଣଙ୍କୁ Strong Processor କିଣିବା ଦରକାର | ତେଣୁ ଆପଣଙ୍କୁ Processor ବିଷୟରେ ଜାଣିବାକୁ ପଡିବ, Processor ଚୟନ କରିବା ପୂର୍ଵ ରୁ କିଛି ଜିନିଷ ଜାଣି ନିୟନ୍ତୁ |

Processor ମଧ୍ୟରେ Intel ଗୋଟେ ବହୁତ ଭଲ ବିକଳ୍ପ, Intel ର କିଛି Processor ଆବଶ୍ୟକ ଅନୁଯାଇ ଦିଆଗଲା |

a.Dual Core – ଯଦି ଆପଣ କେବଳ ଘର କାମ ପାଇଁ ବ୍ୟବହାର କରିବାକୁ ଚାଁହୁଛନ୍ତି ତୋ ଏହା ଆପଣଙ୍କ ପାଇଁ ଭଲ ବିକଳ୍ପ ହବ କିନ୍ତୁ ଆଜିକାଲି ଏହାର ବ୍ୟବହାର ବହୁତ କମ, ପ୍ରାୟତଃ ଆଉ କେହି ଏହାକୁ ବ୍ୟବହାର କରୁ ନାହାନ୍ତି |

b.i3 Processor – ଯଦି ଆପଣ ଘର କାମ ସହିତ ଅଫିସ କାମ ବି କରୁଛନ୍ତି ଆଉ କିଛି High end Multimedia Software ବ୍ୟବହାର କରୁଛନ୍ତି ଯେମିତି କି, Photoshop, AutoCad ଇତ୍ୟାଦି, ତେବେ ଏହି Processor ଆପଣଙ୍କ ପାଇଁ ବହୁତ ଭଲ ବିକଳ୍ପ ହବ |

c. i5 Processor – ଯଦି ଆପଣ ଘର କାମ ଓ ଅଫିସ କାମ ସହିତ Gaming ର ଇଛା ରଖନ୍ତି ଆଉ High Quality Game, High Quality Video, Higher Software ବ୍ୟବହାର କରିବାକୁ ଚାଁହୁଛନ୍ତି, ତେବେ ଏହି Processor ଆପଣଙ୍କ ପାଇଁ ବହୁତ ଭଲ ବିକଳ୍ପ ହବ |

d. i7 Processor – Professional କାମ ପାଇଁ ଏହା ବହୁତ ଭଲ ବିକଳ୍ପ ଅଟେ |

3. RAM ପ୍ରତି ଧ୍ୟାନ ଦିୟନ୍ତୁ

ନୂଆ Computer କିଣିବା ପୂର୍ବରୁ RAM ନିଜର ଆବଶ୍ୟକତା ଦେଖି କି କିଣିବା ନିହାତି ଜରୁରୀ |

ଯେଉଁ ଭଳି Computer ର Processor Core ତାହାର Multitasking ର Speed ଓ Ability ରେ ପ୍ରଭାବ ପକାଏ ସେହିଭଳିଆ Random Access Memory (RAM) ବି Multitasking ଓ Ability ଉପରେ ପ୍ରଭାବ ପକାଏ |

RAM ମୁଖ୍ୟତଃ ଏକ ଛୋଟ, Extra-fast form of memory ( Like L1, L2, L3, cache but Bigger and slower ) ଥାଏ | ଏହା ଆପଣଙ୍କ files କୁ Temporary ରୂପେ Save କରେ |

RAM କୁ ମୁଖ୍ୟତଃ Gigabytes ରେ ଆକଳନ କରାଯାଏ, ଅଧିକ RAM ଥିଲେ ଆପଣଙ୍କ Computer ଅଧିକ files store କରିକି ବି speed maintain କରିପାରେ କିନ୍ତୁ RAM ରେ ବହୁତ କମ DATA Store କରିବାପରେ ଆଉ RAM, DATA Store କରିବା ପାଇଁ Hard Drive ଉପରେ ନିର୍ଭର କରେ |

  • 2GB RAM : ମୁଖ୍ୟତଃ Dual Core ପାଇଁ ବ୍ୟବହାର କରାଯାଏ }
  • 4 GB RAM : Medium ବ୍ୟବହାର ପାଇଁ ହୋଇଥାଏ, ଏହା ମୁଖ୍ୟତଃ i3, i5 ବ୍ୟବହାର କରାଯାଏ }
  • 8 GB RAM : Professional ବ୍ୟବହାର ପାଇଁ ବହୁତ ଭଲ ବିକଳ୍ପ |

4. Hard Drive ପ୍ରତି ମଧ୍ୟ ଧ୍ୟାନ ଦିୟନ୍ତୁ

Hard Drive ର ଭୂମିକା ଆପଣ ଆପଣଙ୍କ Computer କଉଥି ପାଇଁ ବ୍ୟବହାର କରୁଛନ୍ତି ସେ ଉପରେ ନିର୍ଭର କରେ | ସବୁ Computer କୁ Data Store କରିବାକୁ ଆବଶ୍ୟକ ହୋଇଥାଏ କାରଣ RAM ଯାହା ବି Save କରେ ତାହା Hard Drive କୁ ହିଁ ଯାଏ | ଯଦି Computer ରେ ବହୁତ ଜିନିଷ ରଖିବାକୁ ଚାଁହୁଥାନ୍ତି ତେବେ ଯେତେ ଅଧିକ ହୋଇ ପାରିବ ସେତିକି Storage Capacity ର Hard Drive ନିୟନ୍ତୁ |

5. Operating System ( Mac/Windows / Linux)

ଆପଣଙ୍କ Computer ର Operating System ବହୁତ Carefully chayanaw କରନ୍ତୁ ଆପଣ ସେହି operating system ବ୍ୟବହାର କରନ୍ତୁ ଜଉଟା ଆଗରୁ ବ୍ୟବହାର କରି ଆସୁଛନ୍ତି କାହିଁକି କି ନା ନୂଆ operating system କୁ ବ୍ୟବହାର କରିବାକୁ ଅସୁବିଧା ହୋଇ ଥାଏ |

Linux OS : ଯଦି ଆପଣଙ୍କୁ ଅଶେ ତେବେ ଆଉ ଅନ୍ୟ OS ପାଇଁ ଚିନ୍ତା ବି କରନ୍ତୁ ନି |

Mac OS : ସହଜ ଓ Problem free |

Windows OS : Computer ରେ ନିଜର control ପାଇଁ ବହୁତ ଭଲ ବିକଳ୍ପ ଅଟେ |

6. Graphics ବି ବହୁତ ଜରୁରୀ ଜିନିଷ

Graphics ଗୋଟେଏ ବହୁତ ବଡ ବିଷୟରେ ମୁଁ ଏତିକି ଆପଣଙ୍କୁ କହିବି ଯେ, Graphics ଗୋଟିଏ Hardware ଯେକୌଣସି graphics ଜିନିଷ ଆମକୁ ମନିଟର ରେ ଦେଖା ଯାଉଛି ଯେମିତି କି ଫୋଟ, ଭିଡ଼ିଓ, ଆନୀମେସନ ତାହା graphics ଦ୍ୱାରା ସମ୍ଭବ ହୋଇ ଥାଏ | ଯଦି ଆମେ ଆଡ଼ଭାନ୍ସ Game ଅଉ high କ୍ୱାଲିଟି ଭିଡ଼ିଓ ଏଡିଟିଂ କରିବା inbuilt Graphics ଆମକୁ ସାହାଯ୍ୟ କରିପାରିବନି.. ତା ପାଇଁ ଆମକୁ Extraw graphics Card ନବାକୁ ପଡିବ |

7. ନୂଆ କୋମ୍ପୁଟର କେମିତି କିଣିବେ?

କୋମ୍ପୁଟର ଗୋଟିଏ ବହୁତ ମୂଲ୍ୟବାନ ମେସିନ ଅଟେ, ସେଥିପାଇଁ ଏହାକୁ କିଣିବା ପାଇଁ ଧର୍ଯ୍ୟ ନିହାତି ଜରୁରୀ | ଟେକ୍ନୋଲୋଜି ବହୁତ ହି ଜଲଦି ବଦଳିଯାଏ, ଏମିତି ବି ହୁଏ ଆଜି ଗୋଟେ ଜିନିଷ କିଣି ଦେଇଛନ୍ତି ଅଉ କାଲି ତାଠାରୁ ଭଲ ଜିନିଷ କମ ଦାମ ରେ ମିଳିଯିବ ସେଥିପାଇଁ କୋମ୍ପୁଟର କିଣିବା ପୂର୍ବରୁ ଭଲ ଭାବ ରେ Research କରନ୍ତୁ ଏବଂ ଆପଣଙ୍କ ଆବଶ୍ୟକ ଅନୁଯାଇ କୋମ୍ପୁଟର ଚୟନ କରନ୍ତୁ |

ଭାବୁଛି ମୋର ଏହି Article, କୋମ୍ପୁଟର କିଣିବା ପୂର୍ଵରୁ ଆପଣଙ୍କ ମନ ରେ ଥିବା ପ୍ରଶ୍ନର ଉତ୍ତର ଦେଇଥିବ, ଯଦି କିଛି Doubts ଥିବା ଆପଣ ପ୍ରଶ୍ନ ର ଉତ୍ତର ଦେବା ପାଇଁ ମୁଁ ଅଛି |

|| ଧନ୍ୟବାଦ ||

5 Replies to “ନୂଆ Computer କିଣିବା ପୂର୍ବରୁ 7 ଟା ଜିନିଷ ଉପରେ ଧ୍ୟାନ ଦିୟନ୍ତୁ”

Leave a Reply

Your email address will not be published. Required fields are marked *

Odiainfo.in
ଆମେ ଏଠାରେ ଓଡ଼ିଆ ଭାଷା କୁ ବିଶ୍ୱ ରେ ଗୋଟେ ସ୍ୱତନ୍ତ୍ର ପରିଚୟ ଦବାକୁ ଚେଷ୍ଟା କରିଛୁ| ଏଥିରେ ଆପଣଙ୍କର ଭଲପାଇବା ଓ ସହଯୋଗ ଅବଶ୍ୟକ |ଆମ ୱେବ୍ସାଇଟ କୁ ଭଲପାଇବା ଦିୟନ୍ତୁ |

Quick Links​

 
ABOUT  |  CONTACT  |  PRIVACY  |  DISCLAIMER

©2020 Odiainfo – All Rights Reserved.