Odiainfo.in

ସର୍ବ ପ୍ରଥମେ ଆପଣ ଙ୍କୁ www.odiainfo.in କୁ ସ୍ୱାଗତ କରୁଛୁ| ଆପଣ ମାନେ ଜାଣିଥିବେ ଇଣ୍ଟେର୍ନେଟ ରେ ବହୁତ ୱେବ୍ସାଇଟ ଅଛି କିନ୍ତୁ ଓଡ଼ିଆ ରେ ବହୁତ କମ ଅଛି ଏବଂ ଓଡ଼ିଆ ରେ ଥିବା ୱେବ୍ସାଇଟ ଗୁଡିକ ମୁଖ୍ୟତଃ ନିୟୁଜ ଉପରେ ଆଧାରିତ |ଓଡ଼ିଆ ରେ ଟେକ୍ନୋଲୋଜି ଉପରେ ୱେବ୍ସାଇଟ ପାଇବା ବହୁତ କଷ୍ଟ ସେଥିପାଇଁ ଆମେ ଏହି ୱେବ୍ସାଇଟ ମାଧ୍ୟମରେ ଆପଣ ମାନଙ୍କର ଦୈନଦିନ ଜୀବନ ରେ ଆସୁଥିବା ଟେକ୍ନୋଲୋଜି ପ୍ରୋବ୍ଲେମ କୁ ସମାଧାନ କରିବାକୁ ଚେଷ୍ଟା କରିବୁ | ଆମେ ଏଠାରେ ଓଡ଼ିଆ ଭାଷା କୁ ବିଶ୍ୱ ରେ ଗୋଟେ ସ୍ୱତନ୍ତ୍ର ପରିଚୟ ଦବାକୁ ଚେଷ୍ଟା କରିଛୁ| ଏଥିରେ ଆପଣଙ୍କର ଭଲପାଇବା ଓ ସହଯୋଗ ଅବଶ୍ୟକ |ଆମ ୱେବ୍ସାଇଟ କୁ ଭଲପାଇବା ଦିୟନ୍ତୁ |

|| ଧନ୍ୟବାଦ ||

Why Odiainfo?

କେବଳ ଓଡ଼ିଆ ରେ Information ଦବା ଆମର ଉଦେଶ୍ୟ ନୁହେଁ ବରଂ ଓଡ଼ିଆ ଭାଷା କୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦବା ଆମର ଲକ୍ଷ | ସମସ୍ତ ଭାଷା ପରି ଓଡ଼ିଆ ଭାଷା ବି ଇଣ୍ଟେର୍ନେଟ ରେ ଗୋଟିଏ ସ୍ୱତନ୍ତ୍ର ପରିଚୟ ପାଉ |

final logo 1 About

Author & Co-Founder

a4 About

Rabindra Kumar

Civil Engineer, Blogger,Writer,Photographer

ନମସ୍କାର,

       ମୁଁ ରବୀନ୍ଦ୍ର Odiainfo.in  ର  Technical Author & Co-Founder.  ମୋର ଶିକ୍ଷାଗତ ଯୋଗ୍ୟତା ହେଲା Engineering Graduate ଆଉ ମୁଁ ଜଣେ Civil Engineer ଭାବେ କାମ କରୁଛି | Websites ଆଉ Blogs ପାଇଁ କାମ କରିବା ସହ ନୂଆ ନୂଆ Technology ଜାଣିବା ର ଇଛା ବହୁତ ଆଗରୁ ଅଛି ସେଥିପାଇଁ ମୁଁ Settled  ହେଲା ପରେ ମୋର Knowledge କୁ ଓଡ଼ିଆ ଭାଷା ରେ ମୋର ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଇଁ ପ୍ରସ୍ତୁତ କରୁଛି |  ଆପଣ ମାନଙ୍କ ପାଖରେ Technology କୁ  ଓଡ଼ିଆ ଭାଷା ରେ  ପହଁଚେଇବା କୁ  ମୁଁ  ପ୍ରତିଜ୍ଞା ବଦ୍ଧ | ଆପଣ ମାନଙ୍କ ଭଲପାଇବା ଏହିପରି ରହୁ |

                                                                                     ||  ଧନ୍ୟବାଦ ||

Contact Me