ନୂଆ Computer କିଣିବା ପୂର୍ବରୁ 7 ଟା ଜିନିଷ ଉପରେ ଧ୍ୟାନ ଦିୟନ୍ତୁ

୧.Desktop or Laptop? ଏହା ବହୁତ ହି Simple choice, ଏହା ନିର୍ଭର କରେ ଆପଣଙ୍କ Use ଉପରେ | ଯଦି Desktop ଓ Laptop ଆପଣଙ୍କ ପାଇଁ ଗୋଟେ ଭଳି କାମ କରୁଛି ତେବେ ମୁଁ କହିବି Desktop ନିୟନ୍ତୁ କାରଣ ଏହା ଟିକେ ଶସ୍ତା ବି ଆଉ କାମ କରିବା ବି ସହଜ ହୁଏ, ଯଦି ଆପଣ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଉଛନ୍ତି ଆଉ ସେଠାରେ ଆପଣ ଙ୍କୁ Computer ର ଦରକାର

Read More