Odiainfo ଆପଣଙ୍କୁ ସ୍ୱାଗତ ଜଣାଉଛି

ଏହା ଗୋଟିଏ ଏମିତିକା ପ୍ଲାଟଫର୍ମ ଯେଉଁଠାରେ ଆପଣ କେବଳ ଟେକ୍ନୋଲୋଜି ଉପରେ ପଢ଼ି ପାରିବେନି ବରଂ ଆପଣ ନିଜେ ବି ଲେଖି ପାରିବେ ଅଉ ଆମେ ଆପଣଙ୍କ ପୋଷ୍ଟ କୁ ଆପଣଙ୍କ ଫୋଟୋ ସହିତ ଆମର Guest Post ସ୍ତମ୍ଭ ରେ ପ୍ରକାଶ କରିବୁ... ଆପଣଙ୍କ ଲେଖାକୁ ଓଡିଆ ରେ ଲେଖି ଆମକୁ Facebook କିମ୍ବା Instagram ରେ ପଠାନ୍ତୁ... ଆପଣଙ୍କ ଲେଖା ଅପେକ୍ଷା ରେ ରହିଲୁ |

"ଜୀବନ ଥିବା ପର୍ଯ୍ୟନ୍ତ କେବେବି ପଢିବା ଆଉ ଲେଖିବା ବନ୍ଦ କରନ୍ତୁ ନାହିଁ କାରଣ ପଢିବା ମସ୍ତିଷ୍କ କୁ ଉତ୍କୃଷ୍ଟ କରିଥାଏ ଆଉ ଲେଖିବା ହୃଦୟ ର ଭାଷା କହିଥାଏ | "

ଓଡିଶା

ଆମ ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର, ଏହି ରାଜ୍ୟ ରେ ଅନେକ ଭାଷା ଓ ଅନେକ ପ୍ରକାର ପର୍ବ ପର୍ବାଣି ଅଛି ତଥାପି ଆମେ ସମସ୍ତେ ଏକାଠି ଓ ଶାନ୍ତି ରେ ଗୋଟିଏ ରାଜ୍ୟ ରେ ରହୁଛୁ ଯାହାକି ଆମକୁ ଅନ୍ୟ ରାଜ୍ୟ ଠାରୁ ଅଲଗା କରେ | ଆମ ରାଜ୍ୟ ରେ ସବୁ ଜିଲ୍ଲା ର ନିଜ ନିଜ ଭାଷା ଅଛି ଆଉ ସବୁ ଜିଲ୍ଲା ର ନିଜ ନିଜ ଇତିହାସ ଅଛି, ସେ କଟକ ଜିଲ୍ଲା ହଉ କି ସମ୍ବଲପୁର ହଉ |ଏହି ରାଜ୍ୟ ର ଇତିହାସ ଭଳି ସାହିତ୍ୟ ବି ବହୁତ ନିଆରା |ଏହାର ମଧୁରତା ଅଲଗା, ଦୁଃଖ ର ବିଷୟ ଯେ ଆମର ସାହିତ୍ୟ ଏବେ ଲୋପ ପାଇବାକୁ ବସିଲାଣି, ଆମ କୁ ଏ ବିଷୟରେ ଚିନ୍ତା କରିବା ଦରକାର…

Orissa State map.svg Home

TECHNOLOGY

Technology କୁ ଓଡ଼ିଆ ରେ ଆପଣ ମାନଙ୍କ ପାଖରେ ପହଁଚେୟିବା ଆମର ଉଦେଶ୍ୟ | Technology ଉପରେ ଅଧିକ Articles ପଢିବା ପାଇଁ ଏଠାରେ Click କରନ୍ତୁ |

GUEST POST (ଅତିଥି ଙ୍କ କଲମ ରୁ...)

ଆପଣ ମାନେ ବି ଏଠାରେ Post କରିପାରିବେ, ଆମେ ଆପଣ ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ତମ୍ଭ Guest Post ନାମ ରେ ରଖିଛୁ… ଆପଣ ମାନେ ଟେକ୍ନୋଲୋଜି, ଗଳ୍ପ, ନିଜର ଅନୁଭୂତି, Social Message ଇତ୍ୟାଦି କୁ ନେଇ ଗୋଟେ ସୁନ୍ଦର ଆର୍ଟିକିଲ ଟିଏ ନିଜର ଫୋଟୋ ସହିତ ଆମ କୁ facebook କିମ୍ୱା instagram ରେ ପଠାନ୍ତୁ… ଆମେ ଆପଣଙ୍କ Post କୁ Guest Post ସ୍ତମ୍ଭ ରେ ଆପଣଙ୍କ ଫୋଟୋ ସହ ପ୍ରକାଶ କରିବୁ… ଆପଣଙ୍କ ଲେଖା କୁ ଅପେକ୍ଷା ରହିଲା |